ଭୁବନେଶ୍ୱର ସତ୍ୟନଗରରୁ ଅଧା ପୋଡା ମୃତଦେହ ଉଦ୍ଧାର । ମୃତକ ହେଲେ ଅଶ୍ରୁକଣ ପ୍ରଧାନ । ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ପତ୍ନୀ ହେଉଛନ୍ତି ଅଶ୍ରୁକଣା । କାହାକୁ ନ ଜଣାଇ ଶାଶୁଙ୍କ ମୃତଦେହକୁ ମଶାଣିକୁ ତାଙ୍କ ବୋହୂ ଦାହ ପାଇଁ ଆଣିଥିଲେ ।
ସମ୍ପର୍କୀୟ ଜାଣିବା ପରେ ପୋଲିସକୁ ନେଇ ମସାଣିକୁ ଆସିଥିଲେ । ମସାଣିରୁ ଅଧା ପୋଡା ମୃତଦେହ ଜବତ କଲା ପୋଲିସ । ବୋହୂ ହତ୍ୟା କରିଥିବା ଅଭିଯୋଗ କଲେ ସମ୍ପର୍କୀୟ ।
Leave a Reply